https://kanaknews.com/breakingnews/%e0%ac%ac%e0%ac%bf%e0%ac%b3%e0%ac%ae%e0%ad%8d%e0%ac%ac%e0%ac%bf%e0%ac%a4-%e0%ac%b0%e0%ac%be%e0%ac%a4%e0%ac%bf%e0%ac%b0%e0%ad%87-%e0%ac%aa%e0%ad%81%e0%ac%b0%e0%ad%80%e0%ac%b0-%e0%ac%ac%e0%ac%b3/
ବିଳମ୍ବିତ ରାତିରେ ପୁରୀର ବଳଙ୍ଗା ଥାନାରେ ବିସ୍ଫୋରଣ । ବିସ୍ଫୋରଣରେ ଉଡିଲା ଥାନାର ଛାତ, ଭୁଶୁଡିଲା କାନ୍ଥ । ତୀବ୍ର ବିସ୍ଫୋରଣରେ ଥରିଉଠିଲା ଖଣ୍ଡମଣ୍ଡଳ । ଆଇଆଇସି ଅଫିସ, ହାଜତ ସମେତ ସବୁ ମାଟିରେ ମିଶିଲା । କେଉଁ କାରଣରୁ ବିସ୍ଫୋରଣ ଘଟିଛି ଏଯାଏଁ ସ୍ପଷ୍ଟ ହୋଇନି ।